ଖୋଜୁଅଛି ସଦା ବାହୁଡନ୍ତି ପକ୍ଷୀ ଜାଣେନା ଫେରିବ କେବେ ................................ ଭୁଲିନି କେବେ ତମକୁ ! ସମ୍ପର୍କ ବୃଥା କେବେ ରାଜପଥ ନୁହେଁ ଜୀବନ ପଥ କେବେ ଛାଇ ଏଠି କେବେ ଖରା ପର ଉପକାରେ ମିଳଇ ଶାନ୍ତି ଭାଗ୍ୟ ହାତେ ଦୋଳି କରମ ହାତରେ ଲଗାମ ରହିଛି କେବେ ମିଳେ କରତାଳି ଆଉ କେବେ ପୁଣି ଗାଳି ।

Oriya କେବେ ଫେରିବୁନି Poems